STORYMIRROR
"କେବେ...
"କେବେ ମୁକ୍ତା ଭଳି...
"କେବେ...
“
"କେବେ ମୁକ୍ତା ଭଳି ଦୁର୍ମୂଲ୍ୟ ଲାଗେ
କେବେ ପ୍ରେମ ଭଳି ସୌଭାଗ୍ୟ ଭୋଗେ
କେବେ ସ୍ୱପ୍ନ ମଖା ରାତିଟିଏ ସାଜେ
କେବେ ବିଭୋର ବେଳାର ସାଥିଟିଏ ଲାଗେ
ଜୀବନ ସବୁବେଳେ ଭିଯାଏ ଅନେକ ରଙ୍ଗେ
କେବେ ହସ ଟିକେ ପୁଣି କେବେ ଲୁହ ବୁନ୍ଦେ "
”
70
More oriya quote from Soumya Shubhadarshinee
Similar oriya quote from Abstract
Download StoryMirror App