STORYMIRROR
"...
" ଦଗ୍ଧୀଭୂତ ମୋ...
" ଦଗ୍ଧୀଭୂତ...
“
" ଦଗ୍ଧୀଭୂତ ମୋ ଅବୟବ କମାଗ୍ନି ରେ
ଭୁଲୁଣ୍ଠିତ ମୋ ଅସ୍ତିତ୍ୱ ଲୋଲୁପ ଦୃଷ୍ଟିରେ
ମୁଁ ମାନିନୀ ନୁହେଁ , ମୃଣାଳିନୀ ନୁହେଁ
ମୁଁ ମୁଠେ ପାଉଁଶ ସମାଜ କୋଳରେ "
ସୌମ୍ୟା ଶୁଭଦର୍ଶିନୀ
”
93
More oriya quote from Soumya Shubhadarshinee
Similar oriya quote from Horror
Download StoryMirror App