Soumya Shubhadarshinee
Literary General
AUTHOR OF THE YEAR 2019,2021 - NOMINEE

219
ಪೋಸ್ಟ್\u200cಗಳು
232
ಅನುಯಾಯಿಗಳು
1
ಅನುಸರಿಸಲಾಗುತ್ತಿದೆ

I'm Soumya and I love to read StoryMirror contents.

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ମୁଠେ ଚାଉଳ ବି ଭାଗ୍ୟରେ ନାହିଁ ମୋର ତୁମେ ଦିନ ବିତେ ଘି ଅନ୍ନ ରେ ହସି କେମିତି ଗଢିଲ ମୋ ହୀନ କପାଳ ଶ୍ରେଷ୍ଠ ଦୁଃଖୀ କରି ପାଉଛ ଖୁସି

"କେବେ ମୁକ୍ତା ଭଳି ଦୁର୍ମୂଲ୍ୟ ଲାଗେ କେବେ ପ୍ରେମ ଭଳି ସୌଭାଗ୍ୟ ଭୋଗେ କେବେ ସ୍ୱପ୍ନ ମଖା ରାତିଟିଏ ସାଜେ କେବେ ବିଭୋର ବେଳାର ସାଥିଟିଏ ଲାଗେ ଜୀବନ ସବୁବେଳେ ଭିଯାଏ ଅନେକ ରଙ୍ଗେ କେବେ ହସ ଟିକେ ପୁଣି କେବେ ଲୁହ ବୁନ୍ଦେ "

ଯେବେ ତୋ ହାତ ଧରି ଚାଲିଲି ଧନ ତୁ ମୋର ଜୀବନରେ ଭରିଲୁ ସ୍ୱପ୍ନ ହଜେଇ ନିଜକୁ ତୋ ଭିତରେ ସୁନା ପାଇଲି ନିଜକୁ ପୁଣି ଥରେ ସିନା

ତୁମ ଲାଗି ଯେବେ ଦେଲି ନିଜକୁ ସାମର୍ପି ମିଳିଗଲା ପରିଚୟ ଭରିଗଲା ପ୍ରୀତି ମୃତ୍ୟୁ ଯେବେ ଓଗାଳିଲା ଜୀବନର ଚାଲି ନିଜ ଅଙ୍ଗ ଦେଇ ତାକୁ ବଞ୍ଚେଇ ଯେ ନେଲି

" ଦଗ୍ଧୀଭୂତ ମୋ ଅବୟବ କମାଗ୍ନି ରେ ଭୁଲୁଣ୍ଠିତ ମୋ ଅସ୍ତିତ୍ୱ ଲୋଲୁପ ଦୃଷ୍ଟିରେ ମୁଁ ମାନିନୀ ନୁହେଁ , ମୃଣାଳିନୀ ନୁହେଁ ମୁଁ ମୁଠେ ପାଉଁଶ ସମାଜ କୋଳରେ " ସୌମ୍ୟା ଶୁଭଦର୍ଶିନୀ

" ବାଇ ଚଢେଇ ରେ ବାଇ ଚଢ଼େଇ କେତେ କରୁ ଆରେ ନିଜ ବଡେଇ ତୁ ମୋ ସୁନା ଟେ ତୁ ମୋ ଧନ ଆ ଗେଲ୍ହା କରିକି ନେବି କାଖେଇ " " ଗପ ଟେ କହିବି ମନ କୁ ବୁଝି ସେଥିରେ ଚଗଲା ଯିବୁ ତୁ ହଜି ଗୀତ ଟେ ଗାଇବି ତୋ ଲାଗି ଆଜି ହଁ ଯଦି କହିବୁ ପରୀ ଆଣିବି ଖୋଜି '' ସୌମ୍ୟା ଶୁଭଦର୍ଶିନୀ

ଧୁ ଧୁ ଖରାବେଳ ଚନ୍ଦନ ର ମୋହ ତୁମେ ଢୁ ଢୁ ବର୍ଷା କାଳ ରଙ୍ଗୀନ ଛତା ତୁମେ ଥୁରୁ ଥୁରୁ ଶୀତ ରାତି ଚଦରର ମୋହ ତୁମେ ମିଠା ମିଠା ମଳୟର ଆନମନା ବାସ୍ନା ତୁମେ ଏମିତି ସବୁବେଳେ କିଛି ଭିନ୍ନ ଲାଗ କିଆଁ କରିଛ କି କିଛି ତୁମେ ସମ୍ମୋହନ ର କିମିଆଁ ସୌମ୍ୟା ଶୁଭଦର୍ଶିନୀ

ବନ୍ଧୁ ବୋଲି ଯିଏ ଅମୂଲ୍ୟ ସମ୍ପଦ ମିଳେ ଥିଲେ ଆମ ଭାଗ୍ୟ ସୁଖ ବାଣ୍ଟି ଦିଏ ଦୁଃଖ ନେଇଯାଏ ସେ ଏକା ହୃଦୟେ ସାଇତା ଯୋଗ୍ୟ

ଯେବେ ଏକାଠି ହୁଅନ୍ତି କିଛି ନିଜ ଲୋକ ଭରି ଯାଏ ପ୍ରୀତି ସ୍ମୃତି ହଜିଯାଏ ଶୋକ ରଙ୍ଗୀନ ହୁଏ ମନର ସଫେଦ କାଗଜ ଟୁକୁଡା ଖୋଲିଯାଏ ବସ୍ନାୟିତ ପ୍ରୀତିର ପାଖୁଡା


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್