STORYMIRROR
" ବାଇ...
" ବାଇ ଚଢେଇ ରେ...
" ବାଇ ଚଢେଇ...
“
" ବାଇ ଚଢେଇ ରେ ବାଇ ଚଢ଼େଇ
କେତେ କରୁ ଆରେ ନିଜ ବଡେଇ
ତୁ ମୋ ସୁନା ଟେ ତୁ ମୋ ଧନ
ଆ ଗେଲ୍ହା କରିକି ନେବି କାଖେଇ "
" ଗପ ଟେ କହିବି ମନ କୁ ବୁଝି
ସେଥିରେ ଚଗଲା ଯିବୁ ତୁ ହଜି
ଗୀତ ଟେ ଗାଇବି ତୋ ଲାଗି ଆଜି
ହଁ ଯଦି କହିବୁ ପରୀ ଆଣିବି ଖୋଜି ''
ସୌମ୍ୟା ଶୁଭଦର୍ଶିନୀ
”
127
More oriya quote from Soumya Shubhadarshinee
Download StoryMirror App