STORYMIRROR
ଧୁ ଧୁ...
ଧୁ ଧୁ ଖରାବେଳ...
ଧୁ ଧୁ...
“
ଧୁ ଧୁ ଖରାବେଳ ଚନ୍ଦନ ର ମୋହ ତୁମେ
ଢୁ ଢୁ ବର୍ଷା କାଳ ରଙ୍ଗୀନ ଛତା ତୁମେ
ଥୁରୁ ଥୁରୁ ଶୀତ ରାତି ଚଦରର ମୋହ ତୁମେ
ମିଠା ମିଠା ମଳୟର ଆନମନା ବାସ୍ନା ତୁମେ
ଏମିତି ସବୁବେଳେ କିଛି ଭିନ୍ନ ଲାଗ କିଆଁ
କରିଛ କି କିଛି ତୁମେ ସମ୍ମୋହନ ର କିମିଆଁ
ସୌମ୍ୟା ଶୁଭଦର୍ଶିନୀ
”
138
More oriya quote from Soumya Shubhadarshinee
Similar oriya quote from Abstract
Download StoryMirror App