STORYMIRROR
ଉପହାର ପଛରେ...
ଉପହାର ପଛରେ...
ଉପହାର ପଛରେ...
“
ଉପହାର ପଛରେ କେବେ
ଚାଲିବାକୁ ଚେଷ୍ଟା କରନା
ସାଧନାରେ ନିଜକୁ ହଜାଇଦିଅ :
ଦିନେ ଦେଖିବ.? ତମ ଜୀବନର
ଅନେକ ମୂଲ୍ୟବାନଠୁ ବି
ସମୟର ସବୁ ସମ୍ନାନ,
ତମ ସାମ୍ନାରେ ଥିବ ।।
”
605
More oriya quote from Santanu kumar Meher
Similar oriya quote from Abstract
Download StoryMirror App