STORYMIRROR
ଜୀବନ...
ଜୀବନ ତା'ର ନଈଟିଏ...
ଜୀବନ ତା'ର...
“
ଜୀବନ ତା'ର ନଈଟିଏ
ବାଟ କେତେ ଭାଙ୍ଗି ଦିଏ,
ଏକା ସିଏ, ମିଶିଯାଏ ସମୁଦ୍ରରେ ।
ସୃଷ୍ଟି ତା'ର ଝରଣା ସନ୍ଧିରୁ,
ରୁପ-ଗୁଣ ଭରା ସେ, ଅଙ୍କାବଙ୍କା ଢେଉ।
ଦିବ୍ୟମାନ ସବୁଠି ତା'ର -
ପ୍ରକୃତିର ନିଚ୍ଛକ ଛାଇରେ ।।
ଶାନ୍ତନୁ କୁମାର ମେହେର
”
81
More oriya quote from Santanu kumar Meher
Similar oriya quote from Abstract
Download StoryMirror App