STORYMIRROR
ତମେ...
ତମେ ମୁକ୍ତ, ତମେ...
ତମେ ମୁକ୍ତ, ...
“
ତମେ ମୁକ୍ତ, ତମେ ବିଜୟିନୀ,
ତମେ ଗଢି ପାର, ପୁଣି- ଭାଙ୍ଗି ପାର.?
କିନ୍ତୁ, ତମ ପାଇଁ କିଛି ବି ବାଡ଼ବତା ନାହିଁ ଏଠି।
ଏବେ ବି ସମୟ ଅଛି-
ତମେ ଫେରିଯାଅ-ତମ ସଫଳତମ ବାଟରେ...
ମୁଁ କିନ୍ତୁ, ଏମିତି ପଡିଥାଏ ସାରା ଜୀବନ-
ଯନ୍ତ୍ରଣାର ଭଙ୍ଗାତୋଟା ହୃଦୟରେ ।।
ଶାନ୍ତନୁ କୁମାର ମେହେର
”
97
More oriya quote from Santanu kumar Meher
Similar oriya quote from Abstract
Download StoryMirror App