STORYMIRROR
ସ୍ନେହର...
ସ୍ନେହର ଅତୀତ ମୋର...
ସ୍ନେହର ଅତୀତ...
“
ସ୍ନେହର ଅତୀତ ମୋର ସ୍ନେହ ନେବ
ମୋର ସବୁ ସ୍ମୃତି ଫେରାଇ କି ଦେବ।
ଆଶା ଅସୁମାରୀ ମନରେ ମୋହରି
ଫେରିବାକୁ ଇଛା ଅଙ୍କକୁ ତୁମରି।
ଅନୁମତି ଦିଅ ମୋତେ ଗୋଟେ ଥର
ଭବିଷ୍ୟତ କିଆଁ ଲାଗେ ଅନ୍ଧକାର।
ଶାନ୍ତିର ନିଦ୍ରାରେ ଶୋଇବାକୁ ଚାହେଁ
ଆତ୍ମଗ୍ଳାନି ମୋର ମେଣ୍ଟିବ ଟୋପାଏ।
©Tapaswini Dash Sarangi
”
106
More oriya quote from TapaswiniDash Sarangi
Similar oriya quote from Abstract
Download StoryMirror App