STORYMIRROR
ଜଳିବାର ଇଚ୍ଛା...
ଜଳିବାର ଇଚ୍ଛା...
ଜଳିବାର...
“
ଜଳିବାର ଇଚ୍ଛା ନ'ଥିଲା
ଜଳିବା କଷ୍ଟକୁ ସହିବାକୁ 'ଜୁ' ବି ନ'ଥିଲା
ଖାଲି ସଳିତାର ଜଳିବାରେ ସେ ପାଉଥିବା
ସାବାସୀ ପ୍ରତି ଈର୍ଷା ଥିଲା।
ହେଲେ ଫରକ୍ ଏତିକି ଥିଲା
ସେ ଅନ୍ୟକୁ ଆଲୋକ ଦେବାକୁ ଜଳୁଥିଲା
ଆଉ ମୁଁ ସେ ସବୁ ଦେଖି ପରଶ୍ରୀକାତରରେ!!!
”
356
More oriya quote from TapaswiniDash Sarangi
Download StoryMirror App