STORYMIRROR

ଭାବ ବିନୋଦିଆ...

“ ଭାବ ବିନୋଦିଆ ଭାବର ଠାକୁର ଭାବ ବୁଝିଲନି କିଆଁ ଭାବକୁ ଅଭାବ ହୋଇଲ ଗୋସେଇଁ ଭାବି ଫାଟେ ମୋର ହିଆ। ଭାବନାରେ ତୁମକୁ ସଜେଇବି ଆଜି ନାଗାର୍ଜୁନ ବେଶ କରି ଦେଖିବି କେମିତି ଜିଦିଖୋର ତୁମେ ଭାଙ୍ଗିବ ଆଣ୍ଟ ତୁମରି। ”

By TapaswiniDash Sarangi
 253


More oriya quote from TapaswiniDash Sarangi
25 Likes   0 Comments
26 Likes   0 Comments
12 Likes   0 Comments
24 Likes   0 Comments
19 Likes   0 Comments