STORYMIRROR
ତୁମେ ତ ନୀରବ...
ତୁମେ ତ ନୀରବ...
ତୁମେ ତ ନୀରବ...
“
ତୁମେ ତ ନୀରବ ରହିବାକୁ କହିଲ
ସେ ବି କହିଲା "ଜୀ ହଜୁର୍"
ହେଲେ ଯେବେ ସେ ବିନା ଦୋଷରେ
ଦୋଷ ପରେ ଦୋଷ ସହି ପାଷାଣ
ହୋଇଗଲା...!
ସେତେବେଳେ
ତୁମେ ଯଦି ତୁମର ପାରିବା ପଣିଆ
ଦେଖେଇ ଭଲ ପାଇବା ଭରା
ପରଶ ଟିକେ ଦେଇଥାଆନ୍ତ....
ସେ କାହିଁକି ଆଉ କାହାର
ଅପେକ୍ଷାରେ ଥାଆନ୍ତା ଯେ..
ପାଷାଣରୁ ପୁଣି
ଅହଲ୍ୟା ହେବା ପାଇଁ !!
”
238
More oriya quote from TapaswiniDash Sarangi
Download StoryMirror App