STORYMIRROR
ମିତର ଚିତ୍ତ ...
ମିତର ଚିତ୍ତ ...
ମିତର ଚିତ୍ତ ...
“
ମିତର ଚିତ୍ତ ହରିବା ପାଇଁ
ଦରକାର ଯେଉଁ ଭାବ
ହିତବାଣୀ ଆଉ ସମାଜ ସୁଧାରେ
ଲୋଡା ହୁଏ ଯେଉଁ ରବ
ଶିଶୁଙ୍କ ମନକୁ ମୋହିବା ପାଇଁ
ମାଆର ମୁଖୁ ନିସ୍କୃତ
ଚାଷୀର ଶ୍ରମ ଭକତ ଭାବ
ଲାଘବ ଐଷଧ ଗୀତ .....
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ
”
150
More oriya quote from Santosh Pattnayak
Similar oriya quote from Abstract
Download StoryMirror App