STORYMIRROR
ପୁଞ୍ଜିପ...
ପୁଞ୍ଜିପତି ଦାନେ ...
ପୁଞ୍ଜିପତି...
“
ପୁଞ୍ଜିପତି ଦାନେ ଶାସକ ଚାଲୁଛି
ଅଭିସନ୍ଧି ପୂର୍ଣ୍ଣ ପାଇଁ
ଦେଶରେ ବାଜୁଚି ନିଇତି ନାଗାରା
ଗରିବ ଓଡ଼ିଶା ଭୂଇଁ ,,,
ଖେଳ ଖେଳେ କଳା ସାଇଁ
ସାହାଯ୍ୟ ଆଶାରେ ଅସହାୟ ମାଆ
ସଞ୍ଜ ଆସେ ନଇଁ ନଇଁ .....
”
159
More oriya quote from Santosh Pattnayak
Download StoryMirror App