STORYMIRROR

ଆଖି...

ଆଖି ଦେଖିଥାଏ ସୁନ୍ଦର ସୃଷ୍ଟିକୁ ହେଇପାରେ ସତ ମିଛ ହୃଦୟ ପରଖେ ମନର ସ୍ଥିତିକୁ ଅଛିକି ନାଇଁ କଳଙ୍କ..... ରାଜା ହେଉ ଅବା ରଙ୍କ ସବୁରି ଅନ୍ତର ଭାବକୁ ବୁଝଇ ଭାବ ବିନୋଦିଆ ସାଙ୍ଗ ...... ସନ୍ତୋଷ ପଟ୍ଟନାୟକ ଗଞ୍ଜାମ

By Santosh Pattnayak
 62


More oriya quote from Santosh Pattnayak
15 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract