STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଯୁଗର ପ୍ରଭାବ

ଯୁଗର ପ୍ରଭାବ

1 min
2.4K


କହନ୍ତି ସହଜେ      ଯୁଗର ପ୍ରଭାବେ

ଓଲଟା ସବୁ ଲାଗଇ

କାହା ଦୋଷ ଏଠି   ଟିକେ ହେଲେ ନାହିଁ

ଯୁଗ ସବୁ କରୁଥାଇ

 

ଯଦି ଏହା ସତ            କୃଷ୍ଣଙ୍କ ନିଃସୃତ୍ତ

ବାଣୀ କି ଅଟଇ ଭ୍ରମ

କରମ ନ କରି     ଯୁଗ ଦୋଷ ଦେବା

କୁହ କେଡେ ସମୀଚୀନ?

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in