STORYMIRROR

Akankshyamayee Dash

Children Stories Inspirational

3  

Akankshyamayee Dash

Children Stories Inspirational

ଯୋଗ ଦିବସ ଉପଲକ୍ଷେ

ଯୋଗ ଦିବସ ଉପଲକ୍ଷେ

1 min
257


ଆଜି ଅଟେ ବିଶ୍ଵ ଯୋଗା ଦିବସ

ଆମେ ସଭିଏ ପରା ମଣିଷ ,

ଯୋଗା ଦିବସ ର ଅର୍ଥ ଯୋଡିବା

ଶରୀର,ମନ, ବୁଦ୍ଧି ଆଦି କୁ ଯୋଡେ..

ପରଆତ୍ମା କ ସହ ଯୋଡିବାର ପ୍ରକ୍ରିୟା ହେଉଚି ଯୋଗ 

ଆମେ ସଭିଏ ପରା ମଣିଷ

ଭାବେ ବନ୍ଧା ହୋଇ ଥିବା ଅବଶ୍ୟ ,ସଭିକ ରକତ ନାଲି ସଦୃଶ 

ଆଜି ଅଟେ ବିଶ୍ଵ ଯୋଗ ଦିବସ

ଆମେ ସଭିଏ ପରା ମଣିଷ


Rate this content
Log in