Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others Children

2  

Sunanda Mohanty

Others Children

ଯୋଦ୍ଧା

ଯୋଦ୍ଧା

1 min
92


କରୋନା ପାଇଁ ଗୃହବନ୍ଦୀ 

ହାତ ଧୋଇ ମାସ୍କ ପିନ୍ଧି 

ଅନଲାଇନ ପାଠପଢାରେ ନିଜକୁ ବାନ୍ଧି 

କରୋନା ର ବିଜୟର ଟୀକା ପିନ୍ଧି 

ଶୃଙ୍ଖଳିତ ନୀତି ନିୟମ ରେ ହୋଇ ଛନ୍ଦି 

ଦେଖେଇଯିବା କାରେ ଡରିନାଂହୁ ହୋଇ ବନ୍ଦୀ 

ପିତା ମାତା ଙ୍କ ଚରଣ ବନ୍ଦି 

ଅନଲାଇନ ପାଠପଢା କୁ ବୁଝିବାକୁ 

ଧର୍ଯ୍ୟ ଓ ସାହାସ ରଖି ପଢ଼ୁଥିବା 

ଗୁରୁଙ୍କୁ ନନିନ୍ଦି, ନଭାବି ଗୃହେ ଅଛେ ବନ୍ଦି 

ବରଂ କରୋନା ର ଯୋଦ୍ଧା ବୋଲି 

ଶୃଙ୍ଖଳିତ ଛାତ୍ରଛାତ୍ରୀ ଆମେ 

ବିଜୟ ମୁକୁଟ ଯିବା ପିନ୍ଧି. 



Rate this content
Log in