STORYMIRROR

Eli Mohanty

Others

2  

Eli Mohanty

Others

ଯୋଗୀର ଗୀତ ଇ

ଯୋଗୀର ଗୀତ ଇ

1 min
14K


ତା ଛଦ୍ମବେଶ.....

ସେତିକି ବୁଝିନୁ ଈଶ୍ୱରୀ !

ଶବ୍ଦ ରେ ଆକାର ତାର

ଶବ୍ଦ ରେ ସଂଚାର.

ଶବ୍ଦ ବି ତା ଯୋାଗୀପଣର ଉତ୍ତରିତ ଅହଂକାର...

ଅନ୍ତରରୁ ଅନ୍ତରୀକ୍ଷ ସେ ମାଗୁଛି ମେଲାଣି

ଶବ୍ଦରେ ଗଢୁଛି ପୁଣି ପ୍ରିୟତମାର

ବକ୍ଷ ଜାନୁ ପାଦ.......

ଅବଶିଷ୍ଟ ସର୍ବନାଶର ତୀର୍ଯ୍ୟକ ଚାହାଣୀ....

ଆଉ କେତେ ପ୍ରେମରେ ଗଢିହେବୁ ତୁ ଶୂନ୍ୟମୟୀ

ସେତିକି ସ୍ୱୀକୃତି ପରେ

ଯୋଗୀ କଣ ଆଉ ଯୋଗୀ ହେଇ ରହେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍