STORYMIRROR

Santosh Pattnayak

Others

2  

Santosh Pattnayak

Others

ଯୌଥ ପରିବାର

ଯୌଥ ପରିବାର

1 min
56

ଯୌଥ ପରିବାର ଆମରି ସଂସ୍କାର ସରସ ସୁନ୍ଦର ଘର  

ଆଜିକା ଯୁଗରେ ନାହିଁ ତା' ଆଦର ସଭିଏଁ ତସ୍ବାର୍ଥପର     

ସୁଖ ଏଠି ହତାଦର ଦାଦା ବଡ଼ବାପା ଖୁଡ଼ି ଜେଜ ଜେଜି    ଅଲୋଡ଼ା ଜୀବନ ଧାର  ଆଧୁନିକ ଶିକ୍ଷା ପଦ୍ଧତି ଆଗରେ    ଭାଙ୍ଗି ଆପଣା ସଂସ୍କାର ଅତୀତ ଜାଲରେ ଛନ୍ଦି ହୋଇଅଛି     ଆମ ଯୌଥ ପରିବାର ଧନ୍ୟ ଆମ କାରବାର ଜୀବନ ଶୈଳୀରେ ସ୍ନେହ ଶ୍ରଦ୍ଧା ପ୍ରେମ  ହଜିଚି ବିଶ୍ବାସ ଧାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍