STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଯୌବନ

ଯୌବନ

1 min
2.8K


ଅପ୍ରାପ୍ତିରୁ ଜାଣି ନଥିଲି

ପ୍ରାପ୍ତରେ ଏତେ ସଙ୍ଗାତ

ବ୍ରାହମସୁରରେ ମନୋଜ୍ଞ ଭାବେ

ବୌଦ୍ଧିକ ମୁଦ୍ରାରେ ଅପେକ୍ଷା କରିଥିବେ

ମୋର ପ୍ରାପ୍ତ ବୟସକୁ

ସେ ଏନି ମହୀୟାନ ନିଶ୍ଚିନ୍ତ

ଯେତେବେଳେ

ଖତବ ମାନେବି ମନୋଜ୍ଞ ହୋଇପାରନ୍ତି ।


இந்த உள்ளடக்கத்தை மதிப்பிடவும்
உள்நுழை