ଉତ୍କଳ ସୁଗନ୍ଧ
ଉତ୍କଳ ସୁଗନ୍ଧ

1 min

11.4K
ଉତ୍କଳ ସୁଗନ୍ଧ ସ୍ବାଭିମାନ ବନ୍ଧ
ନତମସ୍ତ କଦା ନୋହେ
ଉତ୍କଳର ଶୋଭା ଦିପ୍ତିମନ୍ତ ଆଭା
ସୁବାଷ ,ସୁରେନ୍ଦ୍ର ସାଏ....।
ବିଳାପେ ଜନନୀ ସେଇ ସ୍ମୃତି ଘେନି
ଇତିହାସ ଗାଏ ଗାଥା
ଶ୍ରଦ୍ଧାଞ୍ଜଳୀ ଘେନି ଆସ ଭାତୃ-ଭଗ୍ନୀ
ଚରଣେ ନୂଆଇଁ ମଥା....।