STORYMIRROR

Sujata Routray

Others

3  

Sujata Routray

Others

ଉଜୁଡା ସହର

ଉଜୁଡା ସହର

1 min
202

ସବୁଜ ବଳୟ ଭିତରେ ଥିବା ସ୍ମାର୍ଟସିଟି ଆଜି ଶ୍ରୀହୀନ,

ହଜିଯାଇଛି ସୁନ୍ଦର ସବୁଜିମା "ଫଣି"ର ଆଘାତରେ,

ଚାରିଆଡେ କୁଢ କୁଢ ଆବର୍ଜନା,ଶୁଖିଲା ଗଛ,ଡାଳ,ପତ୍ର,

ପୁରା ସହରଟା ଭଙ୍ଗାରୁଜା ଓଲଟ ପାଲଟ ,

ଧୁ ଧୁ ଖରାରେ ବି ଚାଲିଛି ପୁନଃନିର୍ମାଣ ସର୍ବତ୍ର,

ବିଜୁଳି ଓ ପାଣି ବିନା ଯନ୍ତ୍ରଣାକ୍ଲିଷ୍ଟ ଜୀବନ,

ତଥାପି ବଞ୍ଚିବାର ସ୍ବପ୍ନ ,

ବାରମ୍ବାର ବିପର୍ଯୟ ପରେବି ଆଗେଇବାର ପ୍ରୟାସ,

ଏହାହିଁ ମୋର ପ୍ରିୟ ଓଡିଶାବାସୀଙ୍କ ସାରାଂଶ ।


Rate this content
Log in