STORYMIRROR

Pramod Kumar Jena

Others

2  

Pramod Kumar Jena

Others

ତୁଠ ପଥର

ତୁଠ ପଥର

1 min
129

ତୁଠ ପଥର କହେ

କାଲି ପଡିଥିଲି ଆବୁଡା ଖାବୁଡା

ଶାଶୁଠୁ ଶୁଣିଲି ବୋହୂ କଷଣ

ବୋହୂଠୁ ଶୁଣିଲି ଶାଶୁ ଗୋହି କଥା

ସେହି ରାମାୟଣ ସେହି ପୁରାଣ ।

ତାଙ୍କ ଗୋଡ ଖସା ଖାଇ ଖାଇ ମୋର

ପିଠି କେବେଠୁ ହେଲାଣି ଚିକ୍କଣ

(ହେଲେ) ଦେଖିଲିନି କେବେ ମାଇପିମାନଙ୍କ

ପ୍ରକୃତିରେ ଟିକେ ପରିବର୍ତ୍ତନ

ପ୍ରକୃତିରେ ଟିକେ ପରିବର୍ତ୍ତନ ।


Rate this content
Log in