STORYMIRROR

arun sahoo

Others

3  

arun sahoo

Others

ତୁମ ସ୍ମୃତି

ତୁମ ସ୍ମୃତି

1 min
433

ତୁମ ଲାଜକୁଳୀ ଲତା ମୁହଁ

ଦିଶୁଥିବ ଦୂରେଇଥିଲେ ମନେପଡେ

ନିତି ଲୁହରେ ଆଖି ଭିଜେ

ଆଜି ବି ସାଇତିଛି ତୁମ ପୁରୁଣା ସ୍ମୃତି

କୁହ ମୋତେ ସବୁ ସାଇତିଛ କୋଉଠି

ପାଖରେ ଥିଲେ ନିତି ମନେପଡେ

ଲୁହରେ ନିତି ଆଖି ଭିଜେ

ତୁମ ସ୍ମୃତି ମନେପଡେ ସବୁବେଳେ ସବୁଠାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍