STORYMIRROR

Pratima Das

Others

2  

Pratima Das

Others

ତୁମ ପାଇଁ

ତୁମ ପାଇଁ

1 min
442



ଲେଖିକା /ପ୍ରତିମା ଦାସ।

ମହାନଦୀ ବିହାର।

କଟକ।


ତୁମ କବିତା ଥିଲା ଏପରି ,ମୋତେ ସ୍ବରବର୍ଣ ଶିଖାଇଲା

ତୁମ ଶବ୍ଦର ସଂଯୋଜନା ଥିଲା ଚମତ୍କାର, ମୋତେ ବ୍ୟଞ୍ଜନ ବର୍ଣ୍ଣ ଆସିଗଲା।

ପ୍ରେମଥିଲା,ଶ୍ରାବଣର ଧାରା, ଜଳସିଂଚନର ଉସ୍ଚ ସାଜିଲା

ଆଉ ତୁମ ସ୍ନେହ, ମନର ଖିଆଲଗୁଡିକୁ ଶବ୍ଦରେ ପରିଣତ କଲା

ବାକିଥିଲା ବିଶ୍ୱାସ,

ବିଶ୍ବାସର ମଂଜିକୁ, କେତେ ସନ୍ତରପର୍ଣରେ, ଲଗାଇଦେଲ,

ମୋ ଉର୍ବର ବଗିଚାରେ, ଚାରା ହୋଇ ଫୁଲ ଫୁଟିଗଲା

ମୋ, ଅଲେଖା, କାଗଜରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍