STORYMIRROR

Sunanda Mohanty

Others

3  

Sunanda Mohanty

Others

ଟୁଉକୁ ମୂଷି

ଟୁଉକୁ ମୂଷି

1 min
12.1K

ତୁ ଆସିଲୁ ଜୀବନେ ମୋର 

ବୟସ ର ଚି଼ହ୍ନ ହୋଇ 

ସମ୍ପର୍କ ରେ ତୋର କଣ ଗଲି ହୋଇ? 

କେବେ ଚାହିଁବୁ ମୁଁହ କୁ ମୋର 

କେବେ ଦେଖିବୁ ଛାଇ କୁ ମୋର 

ସମୟର ତୁ ନଈ 

ବେଗମତୀ ଜହ୍ନ ତୁ ଥରେ ଦେ ଚାହିଁ 

ଚହଲା ନଈ ତୁ 

ଟୁଉକୁ ମୂଷି ତୁ 

ଟୁକେଇ ମୂଷି ମୋ 

ଟିକିତାରା ଗଲୁ ଉଇଁ 

ଛୋଟ ହେଲେ ବି ତୋ ଭିତରେ 

ସ୍ବପ୍ନ ଆସିବ ଭରା ଭରା 

କିଏ ସାକାର କରିବ ତାକୁ 

ତୋ ସ୍ୱର୍ଗ ତୋ ଧର୍ମ, ତୋ ପାଖେ ପରା 

ମୁଁ ନଥାଏ, ତୁ ଦେଖିବୁ 

ସବୁ ଖୁସି କୁ ସାଉଁଟି ନବୁ 

ଡା଼କିଦେବୁ ଥରେ ଖାଲି ମତେ 

'କଣ ' ବୋଲି କହି 

ଫେରିପଡ଼ି ଚାହିଁବି ମୋ 

ଟୁକେଇ ମୂଷି ଏହି 

ଯିଏ ମତେ କହିଗଲା 

ତୋ ସମୟ ଗଲି ମୁଁ ନେଇ 

ପାଖେ ପାଖେ ଥିବି ହୋଇ 

ଆର୍ଶୀବାଦ ଛାଇ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍