STORYMIRROR

Akshayakumar Dash

Others

2  

Akshayakumar Dash

Others

ଟିକି ମଞ୍ଜି

ଟିକି ମଞ୍ଜି

1 min
12.2K


ଟିକି ମଞ୍ଜି ନେଇ ଭୂଇଁରେ
ପୋତିଦିିଏ ମାଟି ଛୁଇଁରେ।
ବାଟେ ଯାାଉଥିଲା ବରଷା
ଛିଞିିଦିଏ ପାଣି ସହସା ।
ଥିରି ଥିିିରି ଆସି ପବନ
ପରାଣେ ଭରିଲା ଜୀବନ।
ଆଖି ଖୋଲୁଥିଲା ଗଜାଟି
ଦେଖିବାକୁ ବଡ ମଜାଟି।
ଆଲୋକ ବୁୁୁଣିଲେ ସୂୂୂରୁୁୁଯ
ବୋଳିଲେ ‌‌ସବୁୁଜ ମୁରୁଜ।
ଦେଖିିିଲା ବିଶାଳ ଦୁନିଆ
ଲାଗୁଥିଲା ମନ ଛାନିଆ।
ହସି କହୁୁଥିଲେ ଆକାଶ
ରଖ ମନଦମ୍ଭ ସାହସ ।
ଫୁଙ୍କି ଦେଲେ ମିଶି ମନ୍ତର
ହେଲା ବଡ଼ ଡାଳ ପତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash