STORYMIRROR

Akshayakumar Dash

Others

4  

Akshayakumar Dash

Others

ଟିକା

ଟିକା

1 min
215

ଜାନୁଆରୀ ପ୍ରଥମ ଦିନ

କରୋନା ଟିକାର ଜନ୍ମ

ବର୍ଷେ ଧରି ରୋଗ ଆତଙ୍କ

କେତେ କଟକଣା

ତୁଣ୍ଡି ଦେଇ ରହିବା

ଦୁଇ ଫୁଟ ଦୂରରେ

କାହାକୁ ଛୁଇଁବା ମନା

ଲକ ଡାଉନ କି ସଟ ଡାଉନ

ସରକାରୀ ନୀତି ନିୟମ ମାନିବା

ନ ମାନିଲେ ଫାଇନ ଦେବା

ସଉଦାକୁ ବାହାରେ ରଖିବା

ଗରମଜଳ ପାନ

ହାତକୁ ବାରମ୍ବାର ଧୋଇବା

ସବୁ ନିୟମ ମାନି ଚାଲିବା

ଘରେ ରହିବା ବି ଏକୁଟିଆ

ଏସବୁ ମଣିଷର ପ୍ରକୃତି ବିରୁଦ୍ଧ

ତଥାପି ଭୟ କାଳେ କରୋନା

ଭୂତାଣୁରେ ଆକ୍ରାନ୍ତ ହେବା

ସବୁ ଆତଙ୍କର ଅବସାନ

ଏବେ ମନ୍ଦିର ଖୋଲୁଛି

ପ୍ରେକ୍ଷାଳୟ ଆଉ ଅପେରା ଚାଲିବ

ନୂଆବର୍ଷ ଶୁଭ ହେଉ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash