STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ତଥପି ସବୁକିଛି ସରିନି -ରୀତା

ତଥପି ସବୁକିଛି ସରିନି -ରୀତା

1 min
2.8K

ବିଜେଆମେ ଲକ ଡାଉନ ହେଇ

ଘରେ ଅଛୁ।

ସରକାରଙ୍କ ନିୟମ ମାନୁଛୁ

ସାମାଜିକ ଦୂରତ୍ୱ ର ପ୍ରଥମ ପଦକ୍ଷେପ।

ତା ଦ୍ୱାରା ମୋ ପରିବାର ଓ ସମlଜ

ସବୁ ସୁରକ୍ଷିତ ହେଲାଣି।

ଏ ଭୟଙ୍କର ରୋଗ

ଆମେରିକା ଇଟାଲୀ ନିଜ କ୍lୟା ବିସ୍ତାର କଲାଣି।

ଆମ ପୁଲିସ ଡାକ୍ତର ଙ୍କୁ ସଫେଇ କର୍ମଚାରୀ ମୁ

ଅପରାଜିତl ର ଭକ୍ତିପୂତ ନମନ।

ଆମେ ରାସ୍ତା ରେ ଗରିବ ଓ ଅବହେଳିତ

ପଶୁପକ୍ଷୀ ଙ୍କ ସାହାଯ୍ୟର ହାତ ବଢ଼େଇବା।

ସାମାଜିକ ଦୂରତ୍ୱ ଆସିଛି

ହେଲର ଆମ ମନ ସେମିତି

ମାନବିକତା ବେଶୀ ବଢ଼ିଛି

ଜରୁରୀ କlଳିନ ଅବସ୍ଥାରେ

କେଉଁଠି ଗଲେ ମାସ୍କ

ବାନ୍ଧିକି ଯିବୁ।

ଘରେ ଆସିଲେ ବାରମ୍ବାର ହାତ ଧୋଇବୁ।

ଭାରତ ଜିତିବ କରୋନା ଭାଇରସ ହାରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍