STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ତଥlପି - ରୀତା ଅପରାଜିତl ମହାନ୍ତି

ତଥlପି - ରୀତା ଅପରାଜିତl ମହାନ୍ତି

1 min
11.9K

ମୁହଁ ମୋଡି ସିନା

ଚାଲିଯାଇଥିଲି

ମନା ସିନା କରିଦେଇଥିଲି

ଆଉ କେବେ ଆସିବିନି ତୁମ ଜୀବନକୁ ?

ହେଲେ ମନ ତ କେବେଠୁ ବନ୍ଧା ଦେଇଥିଲି

ସେଇଥି ପାଇଁ ଚଲିଆସିଲି

ମନର ବାରଣ ନ ମାନି ।

ତୁମେ ଗଢିଥ୍ବବା ଶବ୍ଦର ମାଳାରେ ଝୁଲିବା ପାଇଁ।

ବେଳେ ବେଳେ ଏମିତି ହୁଏ।

ମାନ ଅଭିମାନ ରେ କଥା ର ଖିଅ କୁ ଧରି ରଖିଲେ

କଥା ମୋଟା ହୁଏ ଖାଲି

ସମ୍ପର୍କର ଡୋର ହୁଗୁଳି ପଡିବ

ଆମ ଦି ଜଣଙ୍କ ଅଜାଣତରେ

ତୁମେ ଏମିତି ଭାବିଲେ ଭାବିପାର

କେଡେ ଅଲାଜୁକି ଟା

ପୁଣି ଚlଲିଆସିଲା ମୁଁ ଗଢିଥିବା

ଶବ୍ଦର ମାଳାରେ ଝୁଲିବା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍