STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ତଥାପି ତୁ

ତଥାପି ତୁ

1 min
186


ଏତେ ଶୀତରେ ବି

ନିଦ୍ରା ଯାଏ ଭିଜା ତକିଆରେ 

ଯାହା ତୋ କୋଳକୁ

ତାତ୍ସଲ୍ୟ କରେ ;

ତଥାପି ତୁ

ଗଢ଼ା କେଉଁ ପଥରରେ

ଦାରୁ ପ୍ରାୟେ ପଢୁଥାଉ

ମୋ ପ୍ରତି ଅକ୍ଷରରେ(ଅକ୍ଷରକୁ)

ଆସିବୁ ସେ ଅଦିନରେ

ଯେବେ ଏ ଶରୀର

ଜଳୁଥିବ ଯୁଇପରେ

ଅନୁଭବ କରିବୁ

ସେ ନିଆଁର ଉଷ୍ମତାକୁ

ଯାହା ଉଙ୍କି ମାରିଥିଲା

ତୋର ପ୍ରତି ଇସାରାରେ

ତଥାପି ତୁ

କାନ ଡେରି ଶୁଣିବୁ

ପ୍ରତି ଥରେ ବାରେ ବାରେ

କାନ୍ଦୁଥିବ ଶିଖା ସବୁ

ଭିଜା ତକିଆର ସ୍ମୃତିରେ ।


Rate this content
Log in