STORYMIRROR

Sasmita Acharya

Others

2  

Sasmita Acharya

Others

ତଥାପି ମୁଁ ତୁମର

ତଥାପି ମୁଁ ତୁମର

1 min
13.9K


ତୁମେ ରହିପାର

ମୋ ଠାରୁ

ସହସ୍ର ଯୋଜନ ଦୂରରେ

ତଥାପି ମୁଁ ତୁମର

ରହିଥାଏ ତୁମ ପ୍ରତୀକ୍ଷାରେ

କୁମୁଦ ଠୁଁ କୁମୁଦିନୀ ଯେସନେ

କେବେ ରହିପାରେ କି ସେ ଦୂରେ……

ପ୍ରେମର ବନ୍ଧନେ ଯେବେ

ବାନ୍ଧିଲି ହେ ପ୍ରିୟତମ

ଜଣେନା ମୁଁ କେବେ

ଦେଇଦେଲି ହୃଦୟ ଓ ମନ

ଦୂରେ ଥାଇ ଲାଗେ ମୋତେ

ମୁଁ ତୁମ ହୃଦୟର ଅତି ନିକଟରେ……||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍