STORYMIRROR

Sujata Routray

Others

3  

Sujata Routray

Others

ତ୍ରିକାଳ

ତ୍ରିକାଳ

1 min
340

ଚାହିଁଲେବି ଭୁଲିହୁଏନା ଅତୀତକୁ ,

ଜୀବନ ଆରମ୍ଭ ହୁଏ ଯେଉଁଥିରୁ ,

ବର୍ତ୍ତମାନକୁ ନେଇ ପଡେ ଚାଲିବାକୁ,

ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖେ ଆଗକୁ,

ସମୟର ପ୍ରବହମାନ ଧାରାକୁ ,

ନା ଧରି ରଖି ପାରେ ଜୀବନ ,

ନା ଅଟକାଇ ପାରେ ମରଣ ,

ମରଣ ,ଯେଉଁଠି ସରେ ତ୍ରିକାଳ,

ଇହକାଳ ସରେ ଆଉ ଆରମ୍ଭ ହୁଏ ପରକାଳ।



Rate this content
Log in