STORYMIRROR

Sunanda Mohanty

Others

3  

Sunanda Mohanty

Others

ତମେ

ତମେ

1 min
281

ହୁଏତ ମଶାଣୀ ଫୁଲ 

ଅଥବା ତୁଠ ପଥର 

ଅବା ଶିଉଳୀ ଭରା ଘାସ ଫୁଲ 

ନହେଲେ କଣ୍ଟାଘାସ ଫୁଲ ବଣ ଜଙ୍ଗଲ 

ତଥାପି କିଏ କହେ ଯେବେ 

ମତେ ତମେ ତମେ ବୋଲି 

ମୁଁ ଦେଖେ ତମକୁ କଳାବଦନ 

ତମେ ସୃଷ୍ଟିକର୍ତ୍ତା ମୁଁ ଚମତ୍କୃତ 

ଦେଖି ତୁମ ବିଶ୍ଵଭୂବନ ସାର୍ଥକ ନୟନ 

ତମେ ତ ବିଶ୍ୱମୟ ସବୁଆଡେ ତୁମେ 

କାରିଗର ବିନ୍ଧାଣୀ ସାରସ୍ୱତ ସମାହାରେ 

ସମାରୋହ ଖାଲି ବସ୍ତୁ ସମୂହ ଫୁଲ 

ଅକାଳରେ ଜହରିଯିବାକୁ ଦିଅନା କର ସମତୁଲ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍