STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others Romance

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others Romance

ତମେ ତ ଡେରି ମିଲ୍କ

ତମେ ତ ଡେରି ମିଲ୍କ

1 min
13.5K


ସେଦିନ ସବୁ ମନେ ଅଛି ଯୋଉ ଦିନ ତମେ

ଶ୍ୟାମଳ ରଙ୍ଗର ଦେହ ଧରି ବୁଲୁଥିଲ

ମୋ ଅଇଁଠା ଚକଲେଟ ଖାଇବା ପାଇଁ

କଳି କରି ଜିଦି କରୁଥିଲ ।

ତମେ ଏତେ ସିମ୍ପଲ ଝିଅ

ଡେରି ମିଲ୍କ ପରି ଟିକେ ଗରମ ହେଲେ ତରଳି ଯାଅ

ଆଉ ଥଣ୍ଡା ହେଲେ ?

ଗୋଟା ପଣ ପ୍ରେମ ଢାଳି ଦିଅ ।


Rate this content
Log in