STORYMIRROR

Ch Loknath Reddy

Children Stories Children

4  

Ch Loknath Reddy

Children Stories Children

ତିନି

ତିନି

1 min
155


ତିନି ଏକେ ତିନି

ପିଲେ ଧର ଗିନି |


ତିନି ଦୁଣେ ଛଅ

ଜଣେ ଗୀତ ଗାଅ |


ତିନି ତିରିକି ନଅ

ଚାଲ ଧରିବା ଜହ୍ନ |


ତିନି ଚଉକୋ ବାର

ପିଲାଏ ଶୁଣ ସ୍ୱର |


ତିନି ପଞ୍ଚା ପନ୍ଦର

ରାମ ଏକ ନମ୍ବର |


ତିନି ଛଅକୋ ଅଠର

ଶ୍ୟାନ ଅତୀବ ଚତୁର |


ତିନି ସାତେ ଏକୋଇଶି

କୁହ ସବୁ ସ୍ୱ ସାହସୀ |


ତିନି ଅଷ୍ଠା ଚବିଶି

ଆମେ ଅଟୁ ଚାଳିଶି |


ତିନି ନୂଆ ସତେଇଶି

ବସି ଖାଇବା ଇଲିସି |


ତିନି ଦଶା ତିରିଶି

ପିଲେ ଖୋଲ ବତିଶି || 



Rate this content
Log in