STORYMIRROR

Ch Loknath Reddy

Children Stories Comedy Children

3  

Ch Loknath Reddy

Children Stories Comedy Children

ତିନି ଖନ୍ଦା

ତିନି ଖନ୍ଦା

1 min
152


ତିନି ଏକେ ତିନି

ପିଲେ ଧର ଗିନି ।

ତିନି ଦୁଣେ ଛଅ

ଜଣେ ଗୀତ ଗାଅ ।

ତିନି ତିରିକି ନଅ

ଚାଲ ଧରିବା ଜହ୍ନ ।

ତିନି ଚଉକୋ ବାର

ପିଲାଏ ଶୁଣ ସ୍ୱର ।

ତିନି ପଞ୍ଚା ପନ୍ଦର

ରାମ ଏକ ନମ୍ବର ।

ତିନି ଛଅକୋ ଅଠର

ଶ୍ୟାନ ଅତୀବ ଚତୁର ।

ତିନି ସାତେ ଏକୋଇଶି

କୁହ ସବୁ ସ୍ୱ ସାହସୀ ।

ତିନି ଅଷ୍ଠା ଚବିଶି

ଆମେ ଅଟୁ ଚାଳିଶି ।

ତିନି ନୂଆ ସତେଇଶି

ବସି ଖାଇବା ଇଲିସି ।

ତିନି ଦଶା ତିରିଶି

ପିଲେ ଖୋଲ ବତିଶି ।।



Rate this content
Log in