ତାରିଣୀ
ତାରିଣୀ
1 min
2.6K
ମା ତାରିଣୀଙ୍କ ନାମ ଧରିଦେଲେ
ଆସେ ଶତସିଂହ ବଳ
ଭକ୍ତି ସଙ୍ଗେ ଦେଲେ ନଡିଆ ଗୋଟିଏ
ଦୁଃଖ ରୁ ମିଳେ ନିସ୍ତାର
ଚିତ୍ତ ରଞ୍ଜନ ଲେଙ୍କା, (କଟକ)
