Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ତାଙ୍କ ଉପସ୍ଥିତି

ତାଙ୍କ ଉପସ୍ଥିତି

1 min
147



ତାଙ୍କ ଉପସ୍ଥିତି ସବୁଠି ଦେଖୁଛି

     ଏଇ ଅନୁଭବ ଆଣ

ନିଜ ହୃଦୟର ସ୍ପନ୍ଦନରେ ଶୁଣ

       ତାଙ୍କ ଗୁଣ କୀର୍ତ୍ତି ମାନ।


ଆଜିର କରମ ଶୟନ କାଳରେ

       କରିବା ଆତ୍ମ ସମୀକ୍ଷା

ଆସନ୍ତା କାଲିର ଭୁଲ ସୁଧାରିବା

        ନେଇ ତାଙ୍କ ନାମ ଦୀକ୍ଷା।


ନାମ ଜପ ତପ ଆଚରଣ ବିଧି

        ହେଉ ସାଧକର ଲୟ

ପାହାଡ ସମାନ ଦୁଃଖ ହଟିଯିବ

         ପାପ ରାଶି ହେବ କ୍ଷୟ।


ଆମ ଦୃଷ୍ଟି ଭଙ୍ଗୀ କର୍ମ ବ୍ୟକ୍ତିତ୍ୱରେ

        ଆଣିବା ପରିବର୍ତ୍ତନ

ପରମ ଆତ୍ମା ଙ୍କ ସାନ୍ନିଧ୍ୟ ଲଭିବା

        ହେଉ ସଦା ଆକର୍ଷଣ।


ସବୁରି ଦୃଷ୍ଟିରୁ ଏହି ଚିନ୍ତନ ଟି

        ହୋଇପାରେ ଦୃଷ୍ଟି ବଦ୍ଧ

ନାମ ଜପେ ଆମ କାଳିଆ ଠାକୁର

        ଭକତ ପାଇଁକି ସିଦ୍ଧ।


Rate this content
Log in