STORYMIRROR

Sunanda Mohanty

Others

3  

Sunanda Mohanty

Others

ତାଲାବନ୍ଦ

ତାଲାବନ୍ଦ

1 min
11.7K

ଆମରି ଭାଇ ଶ୍ରମିକ ହୋଇ 

ଯାଇଥିଲେ ଯିଏ ଯେଉଁଠି ରହି 

କଷଣ ସହି ଆସିଛନ୍ତି ଯଦି 

ଘୃଣା ଶବ୍ଦ ଟିକୁ ଦେବା ଉଠେଇ l


ଆଶ୍ୱାସନା ଆଉ ସମ୍ବେଦନଶୀଳତା 

ରହୁ ନିସ୍ଵାର୍ଥ ହୋଇ 

ଅପେକ୍ଷାର ଦିନ କରି ଆସ୍ଵାଦନ 

ଆସିବ ଦିନେ ନା ଦିନେ ଟୀକାକୁ ନେଇ l


ତୁ ମୁଁ ସେ ଆମେ ବୋଲାଇ 

ଏକାଠି ହୋଇଲେ ସମସ୍ୟା ଯିବ ଦୁରେଇ 

ଯୋଦ୍ଧା ବୋଲାଇ, କରୋଣ୍ଟାଇନରେ ରହିଲେ, ସଫଳତା ନିଶ୍ଚୟ ପାଇ 

ନିଜ ନିଜ ଭିତରେ ଦ୍ୱନ୍ଦ୍ୱ, ନରହୁ ଭାଇ l


ଓଡିଶାମାଟିର ଗୌରବ ରଖିବା ରାଇଜ ପାଇଁ 

ମସ୍ତିଷ୍କର ବେଗ ଧାଏଁ ଧାଇଁ ଧାଇଁ 

ସୃଜନଶୀଳତାରେ ଭରୁ ଭବିଷ୍ୟ ପାଇଁ 

ବିପଦ ସମୟେ ଧର୍ଯ୍ୟର ନଉକା 

ଭେଳା ବୁଡ଼ିବାକୁ ବେଳ ଦେବ ନାହିଁ  l


ଧର୍ଯ୍ୟ ଆମ ଅସ୍ତ୍ର ମାନିବୃତ୍ତି ଆମ ଶସ୍ତ୍ର 

ଜିଣିବାକୁ ଯୁଦ୍ଧ ଅସଲି ହୋଇ 

ଜିନ୍ଦାବାଦ ଧନ୍ୟବାଦ ସାଧୁବାଦ 

କରୋନା ଯୁଦ୍ଧର ଯୋଦ୍ଧାଙ୍କ ପାଇଁ

ସଙ୍ଗରୋଧ ନୁହେଁ ତାଲାବନ୍ଦ ନୁହେଁ 

ତାଲାବନ୍ଦ ତାଜମହଲ ଏ ଯାଇଛି ହୋଇ l


Rate this content
Log in