ତାଲାବନ୍ଦ ର ନିଆରା ଅନୁଭବ -ରୀତା
ତାଲାବନ୍ଦ ର ନିଆରା ଅନୁଭବ -ରୀତା
ଆମେ ନିଜ ଘରେ ରହି ରହି
ବଡ଼ ବ୍ୟସ୍ତ ଲାଗୁଛି l
ଆହୁରି ଲକ ଡାଉନ ସମୟ ବଢ଼ିଲା
ଏ କୋରନା ଭାଇରସ କୁ
ସମୂଳେ ନାଶ କରିବାକୁ।
ଆମେ ଘରେ ରହିଲେ
କରୋନା ଭାଇରସ ହାରିବ।
ସେଥିପାଇଁ ତ ବାରମ୍ବାର ଘୋଷଣା ଚାଲିଛି
ଘରେ ରୁହଁନ୍ତୁ ସୁରକ୍ଷିତ ରୁହଁନ୍ତୁ।
Stay home.stay safe.
ଆଜିଠୁ ଟିକେ ସମୟ ନିଜ ପାଇଁ କାଢ଼ିବା
ନିଜ ପ୍ରିୟ ଵହି ପଢିବl
ନିଜ ପ୍ରିୟ ଚିତ୍ର ଆଙ୍କିବl
ବଗିଚା ର ଗଛ ପାଖରେ
ଟିକେ ସମୟ ବସିବା
ମା ବାପାଙ୍କ ପାଖରେ ବସି
ତାଙ୍କ ଭଲ ମନ୍ଦ ପଚାରିବା
ଯେଉଁମାନେ ଆମ ପାଇଁ
ବାହାରେ କାର୍ଯ୍ୟ ରତ।
ସେଇମାନଙ୍କ ପାଇଁ
ଟିକେ ତାଳି ଵଜେଇବା
ସେ ଡକ୍ଟର ହେଉ ସଫେଇ କର୍ମଚାରୀ ହେଉକି
ପୋଲିସ ଭାଇ ଓ ଭଉଣୀ
ତାଙ୍କୁ ସମ୍ମାନ ଦେବା।
ଘରେ ରହି ନିଜକୁ ଓ ନିଜ ପରିବାରନିଜ ଦେଶକୁ
ସୁରକ୍ଷିତ ଝରିବା
ଗୋଟିଏ ଭଲ ନାଗରିକ ହେବ।
