STORYMIRROR

Akshayakumar Dash

Others

3  

Akshayakumar Dash

Others

ତାଲା

ତାଲା

1 min
207

ଚାବି ପାଖେ ପାଖେ ଚାବିକାଠି

ତାଲାଫିଟେ ପୁଣି ପଡେ ପାଟି ।


ପଡିଗଲେ ତାଲା କାଠି ଲୋଡ଼ା

ହଜିଗଲେ ଥାଏ ଦୁଇଯୋଡ଼ା ।


ମଣିଷଙ୍କ ହାତ ଆକ୍ଷି କାନ

ଅଚଳ ଗୋଟାକୁ ଥାଏ ଆନ ।


ତାଲା ଦେଇକରି ରଖୁ ଧନ

ଅଚଳ ହୋଇଲେ ଦୁଃଖ ମନ ।


ଅଳସୁଆ ଲୋଭଦେହ ଭୋଗୀ

କରମ ନକରି ହୁଏ ରୋଗୀ ।


ତାଲା ପଡି କଳଙ୍କିତ ଧରେ

ସୁଖ ଶାନ୍ତି ଶିରି ତୁଟେ ଘରେ ।



Rate this content
Log in