STORYMIRROR

Sukanti Hotta

Others

3  

Sukanti Hotta

Others

ସୁଦର୍ଶନ ଚକ୍ର

ସୁଦର୍ଶନ ଚକ୍ର

1 min
337

30-03-2020 ଚକ୍ର ଧରିବାର ବେଳ ଆସିଗଲା ଚକ୍ର ଧର ଚକ୍ରଧାରୀ କରୋନା କବଳେ ଚିତ୍କାର କରନ୍ତି ରକ୍ଷାକର ଗିରିଧାରୀ ତୁମର ସୃଷ୍ଟିକୁ ତୁମେ ରକ୍ଷା କର ମର୍ତ୍ତ୍ୟକୁ ଓଲ୍ଲହାଇ ଆସ ଶତୃ ବିନାଶନ ହେ ନାରାୟଣ ଭୟ କରିଦିଅ ନାଶ ସୁଦର୍ଶନ ଚକ୍ର ପେଷିଦିଅ ପ୍ରଭୁ ଅଦୃଶ୍ୟରେ ବୁଲୁଥାଉ ଭୂତାଣୁକୁ ନାଶ କରିଦିଅ ପ୍ରଭୁ ଦୁଃଖ ସବୁ ଚାଲିଯାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍