Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Nayak

Others

3  

Chandrakanta Nayak

Others

ସତରେ ତୁମେ କଣ ?

ସତରେ ତୁମେ କଣ ?

1 min
373


ସତରେ ତୁମେ କଣ...... !

ସତରେ ତୁମେ କଣ ଭାବର ଠାକୁର ?

ସତରେ ତୁମେ କଣ ଅନ୍ତର୍ଯ୍ୟାମୀ ?

ସତରେ ତୁମେ କଣ ନିରାକାର ?

ସତରେ ତୁମେ କଣ ସର୍ବଗ୍ରାହୀ ?

ସତରେ ତୁମେ କଣ ସର୍ବଦ୍ରଷ୍ଟା ?

ସତରେ ତୁମେ କଣ ନିର୍ବିକାର ?

ସତରେ ତୁମେ କଣ ଶକ୍ତିମାନ ?

ସତରେ ତୁମେ କଣ ସକଳ ଶକ୍ତିର ଆଧାର ?

ସତରେ ତୁମେ କଣ ଦୁଃଖ୍ ଦୀନବନ୍ଧୁ ?

ସତରେ ତୁମେ କଣ କରୁଣା ବାରିସ୍ ?

ସତରେ ତୁମେ କଣ ମାୟାଧର ?

ସତରେ ତୁମେ କଣ ମୁକ୍ତିଦାତା ?

ସତରେ ତୁମେ କଣ ଅଜାତଶତ୍ରୁ ?

ସତରେ ତୁମେ କଣ ବାଞ୍ଛା କଳ୍ପତରୁ ?

ସତରେ ତୁମେ କଣ ବିଚିତ୍ରବର୍ଣ୍ଣା ?

ସତରେ ତୁମେ କଣ ସର୍ବ ରହସ୍ୟମୟ ?

ସତରେ ତୁମେ କଣ ସର୍ବବ୍ୟାପି ?

ସତରେ ତୁମେ କଣ ଅତୁଳନୀୟ ?

ଏମିତି ପ୍ରଶ୍ନ ସତରେ କାହିଁକି ଠାକୁରେ ?

ଥରେ ହେଲେ ଏ ବିଶ୍ୱକୁ ଦେଖାଇ ଦିଅନ୍ତୁ ନାଁ 

ତୁମରି ଅଲୌକିକ ରୂପ.......... ? 

ଥରେ, ଥରେ ମାତ୍ର !



Rate this content
Log in