STORYMIRROR

Parsuram Sahoo

Others

3  

Parsuram Sahoo

Others

ସରିଗଲା ଖରାଛୁଟି

ସରିଗଲା ଖରାଛୁଟି

1 min
236

ଦୁଇ ମାସ ସ୍କୁଲ ଛୁଟିଥିଲା

କୁନା ମନ ଭାରି ଖୁସିଥିଲା। (୧)


ଯାନି ଯାତରା ସେ ବୁଲିଥିଲା

ମାମୁଁ ଘରକୁ ବି ଯାଇଥିଲା। (୨)


ଖରାବେଳରେ ସେ ବୁଲୁଥିଲା

ଆଇସକ୍ରିମ ନୀତି ଖାଉଥିଲା। (୩)


କ୍ରିକେଟ ଖେଳ ରେ ମାତିଥିଲା

ଭାରି ଚଗଲା ସେ ହେଉ ଥିଲା। (୪)


ଖରାଛୁଟି ଏବେ ସରିଗଲା

ବିଦ୍ୟାଳୟ ପୁଣି ଖୋଲିଗଲା। (୫)


କୁନା ପୁଣି ନୀତି ସ୍କୁଲ ଯିବ।

ପାଠପଢାରେ ସେ ମନଦେବ। (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍