STORYMIRROR

Sukanti Hotta

Others

2  

Sukanti Hotta

Others

ସନ୍ତକ ପ୍ରେମର

ସନ୍ତକ ପ୍ରେମର

1 min
3.0K

ପବିତ୍ର ବନ୍ଧନର

ସଂକେତ ଶୁଭର

କିରଣ ଅଶାର

ଭବିଷ୍ୟତ ଉଦୟର

ଚାନ୍ଦ ପୂର୍ଣମୀର

ଆଗମନ କନ୍ୟାରତ୍ନର

ସନ୍ତକ ପ୍ରେମର

ସାକାର ସ୍ୱପ୍ନର

ସଂସାର ସତ୍ୟର

ପରିବାର ବୈକୁଣ୍ଠର

ସଂସ୍କାର ଧର୍ମର

ହୃଦୟ ଅହିଁସାର

ରାସ୍ତା ଦୁର୍ଗମ ସୁଗମର

ପଥ ପୁଷ୍ପର

ଆଶୀର୍ବାଦ ଭଗବାନଙ୍କର

ପ୍ରେରଣା ଗୁରୁଜନଙ୍କର

ଆନନ୍ଦ ଅମୃତର

ସଫଳ ଜୀବନର

ଚରିତାର୍ଥ ସ୍ବପ୍ନର

ପ୍ରଶଂସା ସୃଷ୍ଟିକର୍ତ୍ତାର

ଧନ୍ୟ ସୃଷ୍ଟିର

ଅଦୃଶ୍ୟ ଈଶ୍ୱରଙ୍କର

ନତମସ୍ତକ ମଣିଷର l



Rate this content
Log in