Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Others

3  

Dharitri Das

Others

ସଙ୍ଘର୍ଷ

ସଙ୍ଘର୍ଷ

1 min
150


ଜୀବନଟା ପରା ସଙ୍ଘର୍ଷମୟ ସଜନୀ ଗୋ ସଙ୍ଘର୍ଷମୟ

ସଂଘର୍ଷ ଆଣିଦିଏ ଥକା ପଣ ନିଶ୍ଚୟ ସଜନୀ ଗୋ

ସେହି ସଙ୍ଘର୍ଷରୁ ମିଳଇ ସୁଖ ଦୁଃଖ ସଜନୀ ଗୋ

ବାହାରୁ ସୁନ୍ଦର ଭିତରୁ ମଜଭୁତ କରେ ଦେଖ ସଜନୀ ଗୋ

ସଂଘର୍ଷ ବିହୀନ ଜୀବନ ଅଟଇ ତୁଛ ସଜନୀ ଗୋ

ତାବିନା ଜୀବନ ସରସ ସୁନ୍ଦର ଏକଥାଟି ମିଛ ସଜନୀ ଗୋ

ସମାଜେ ପ୍ରତି ମଣିଷକୁ ନିରେଖି ଦେଖ ସଜନୀ ଗୋ

ବିନା ସଙ୍ଘର୍ଷେ ବଞ୍ଚିଛି କି ପଣ୍ଡିତ ଅବା ମୂର୍ଖ ସଜନୀ ଗୋ

ସଂଘର୍ଷ ଆପଣେଇ ପାରିଲେ ହୋଇବୁ ସୁଖୀ ସଜନୀ ଗୋ

ଡରି ନ ଯିବୁ କେବେ ହୋଇଣ ଦୁଃଖୀ ସଜନୀ ଗୋ

ମନକୁ ତୋହର ସଦା କରିବୁ ଦୃଢ଼ ସଜନୀ ଗୋ

ନୋହିଲେ ବଦଳି ଯିବ ଜୀବନର ମୋଡ଼ ସଜନୀ ଗୋ



Rate this content
Log in