STORYMIRROR

Anupama Sahu

Others

3  

Anupama Sahu

Others

ସମୟ

ସମୟ

1 min
242

ଜୀବନ ଯାତ୍ରାରେ କିଛି ନୁହେଁ ସ୍ଥିର 

  ସବୁ ତ ଅଟେ ଅଳିକ 

ସମୟ ଚକ୍ରରେ ଆସି ଚାଲିଯାଏ 

  କେବେ ଦୁଃଖ କେବେ ସୁଖ। 


ଆରମ୍ଭର ଖୁସି  ଶେଷକୁ ନ ଥାଏ 

  ଶେଷ  ଦିିଏ ଖାଲି ଶୋକ 

ହସିବା କାନ୍ଦିବା  ହାରିିିବା ଜିତିବା 

  ସବୁ  ଯେ ଅଟେ କ୍ଷଣିକ। 


ସବୁ ସମୟରେ ସାହସ ଧରିବ 

  ସ୍ଥିର ରଖିଥିବ ଚିତ୍ତ

ବିପଦ ଆପଦ ଆସି ଚାଲିଯିବ 

  ଏଥିରେ ନାହିଁ ଦ୍ୱିମତ। 

●●●●●●●●●●


Rate this content
Log in