ସମୟ
ସମୟ
1 min
129
ସବୁ କିଛି ଭାସିଚାଲିଛି ସମୟ ସୁଅରେ
ଆଗକୁ ଆଗକୁ ଭବିଷ୍ୟତ ଆଡକୁ
ସ୍ବାର୍ଥପର ଦୁନିଆରେ କେହି ନୁହେ କାହାର
ନା ସ୍ନେହ ଅଛି ଭଉଣୀ ପ୍ରତି ଭାଇର
ନା ଅଛି ଉଦବେଗ ବୃଦ୍ଧ ପିତା ମାତାଙ୍କ ପାଇଁ
ବାସ୍ ଖାଲି ନିଜ ଚିନ୍ତା ଆଉ ସ୍ତ୍ରୀ,ପିଲାଛୁଆଙ୍କର
ଚିନ୍ତା ଖାଲି ନିଜ ସୁଖ ସ୍ବାଚ୍ଛନ୍ଦ୍ଯ ବିଳାସ ବ୍ୟସନର।
